ପାରାଦୀପ : ରାସ୍ତକଡକୁ ଖସିଲା କୁଜଙ୍ଗ ତହସିଲଦାରଙ୍କ ଗାଡି । କଟକ-ପାରାଦୀପ ରାସ୍ତା ଷଣ୍ଢପୁର ଛକ ନିକଟରେ ଦୁର୍ଘଟଣାଗ୍ରସ୍ତ । ତହସିଲଦାର ଗାଡିରେ ନଥିବା ବେଳେ ଅତିରିକ୍ତ ତହସିଲଦାର ଓ ମୁଖ୍ୟ କିରାଣି ଗୁରୁତର ହୋଇଛନ୍ତି । ଉଭୟଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି ।
Views: 89