The Ultimate Managed Hosting Platform
ADVERTISEMENT

ତଦନ୍ତ ପାଇଁ ଯୁବକଙ୍କୁ ପଠାଇ ପୋଲିସ ଏସଆଇ ନିଲମ୍ବିତ

Facebook
Twitter
LinkedIn

ଭଦ୍ରକ : ତଦନ୍ତ ପାଇଁ ଯୁବକଙ୍କୁ ପଠାଇ ପୋଲିସ ଏସଆଇ ନିଲମ୍ବିତ । ଗ୍ରାମାଞ୍ଚଳ ଥାନାର ସବ ଇନସ୍ପେକ୍ଟର କାର୍ତ୍ତିକ ଜେନା ନିଲମ୍ବିତ । ଏ ନେଇ ସୂଚନା ଦେଲେ ଭଦ୍ରକ ଏସପି ମନୋଜ ରାଉତ । ଏକ ମାମଲାର ତଦନ୍ତ ପାଇଁ ନିଜେ ନ ଯାଇ ଯୁବକଙ୍କୁ ପଠାଇଥିଲେ । ଗାଁରେ ଯୁବକଙ୍କୁ ସନେ୍ଦହ କରି ଅଟକ ରଖିଥିଲେ ଗ୍ରାମବାସୀ । ଗ୍ରାମାଞ୍ଚଳ ଥାନା ରସିକାବାଦ ଗାଁରେ ହଟହଟା ହୋଇଥିଲା ପୋଲିସ । ଆଇନ ବର୍ହିଭୂତ କାର୍ଯ୍ୟ ଯୋଗୁଁ ଏସଆଇଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ । ତେବେ ସମ୍ପୃକ୍ତ ଯୁବକ ଜଣଙ୍କୁ ପୋଲିସ ସବ ଇନ୍ସପେକ୍ଟର କାର୍ତ୍ତିକ ଜେନା ପଠାଇ ଥିଲେ ବୋଲି ଭଦ୍ରକ ଏସପି ପ୍ରମାଣ ପାଇଲା ପରେ ତାଙ୍କୁ କାର୍ୟ୍ୟରୁ ନିଲମ୍ବନ କରିଥିବା ଜଣାଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login