The Ultimate Managed Hosting Platform
ADVERTISEMENT

ତଣ୍ଟି କାଟି ଲୁଟିନେଲେ ଟଙ୍କା

Facebook
Twitter
LinkedIn

ଭୁବନେଶ୍ୱର : ତଣ୍ଟିକାଟି ଟଙ୍କା ବ୍ୟାଗ ଲୁଟିନେଲେ ଦୁର୍ବୁତ୍ତ । ଡମଣା ଗାଁରେ ତଣ୍ଟିକାଟି ୬ ହଜାର ଟଙ୍କା ଲୁଟ । ଦୋକାନ ଯିବା ପାଇଁ ବାହାରିଥିବା ବେଳେ ଘର ଆଗରେ ଲୁଟ । ଆହତ ଅବସ୍ଥାରେ ଯୁବକ ଘରୋଇ ହସ୍ପିଟାଲରେ ଭର୍ତ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login