The Ultimate Managed Hosting Platform
ADVERTISEMENT

ତଣ୍ଟି କାଟିଲେ ଗଣିତ ଶିକ୍ଷକ

Facebook
Twitter
LinkedIn

ଉମରକୋଟ : ନିଜ ତଣ୍ଟି କାଟି ଦେଲେ ଗଣିତ ଶିକ୍ଷକ । ରାଇଘର ବ୍ଲକ କରୋପାରା ଗାଁ ହାଇସ୍କୁଲର ହେଉଛନ୍ତି ଗଣିତ ଶିକ୍ଷକ । ଶିକ୍ଷକ ଆଶିଷ ସ୍ୱାଇଁଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ଘରେ ଥିବା ବେଳେ ତଣ୍ଟି କାଟିଥିବା ସୂଚନା । ତେବେ କାହିଁକି ଓ କେଉଁଥି ପାଇଁ ତଣ୍ଟି କାଟିଲେ ତାହାର କାରଣ ଅସ୍ପଷ୍ଟ ରହିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login