The Ultimate Managed Hosting Platform
ADVERTISEMENT

ଢାକା ବିମାନବନ୍ଦରରେ ଅଗ୍ନିକାଣ୍ଡ , ସମସ୍ତ ବିମାନ ଉଡାଣ ରଦ୍ଦ

Facebook
Twitter
LinkedIn

ଢାକା : ବାଂଲାଦେଶର ଢାକା ବିମାନବନ୍ଦରରେ ବଡ ଅଗ୍ନିକାଣ୍ଡ । ବିମାନବନ୍ଦରର କାର୍ଗୋ ଟର୍ମିନାଲରେ ଲାଗିଲା ନିଆଁ । ଦ୍ୱିପ୍ରହର ସମୟ ୨.୩୦ ମିନିଟରେ ନିଆଁ ଲାଗିଥିବା ସୂଚନା ରହିଛି । ସାମୟିକ ଭାବେ ବିମାନ ଚଳାଚଳ ବାତିଲ ଘୋଷଣା । ନିଆଁ ଲିଭାଇବାକୁ ଅଗ୍ନିଶମ ଟିମର ଉଦ୍ୟମ ଜାରି । ଦିଲ୍ଲୀରୁ ଢାକାକୁ ଯାଉଥିବା ବିମାନକୁ କୋଲକତାରେ ଅବତରଣ ହେବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ପୁରୀ : ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପୁରୀ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା । ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ପୁରୀ ଜିଲ୍ଲାପାଳ । ମନ୍ତବ୍ୟରେ...

ADVERTISEMENT
ରୁଷିଆକୁ ଯୁଦ୍ଧ ବନ୍ଦ କରିବାକୁ ନିଦେ୍ର୍ଦଶ ଦେଲେ ଟ୍ରମ୍ପ

ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା

ୱାସିଂଟନ : ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା । ୱାଶିଂଟନ୍ ଡିସି ଗୁଳିକାଣ୍ଡ ପରେ କଠୋର ପଦକ୍ଷେପ ନେଲା ଟ୍ରମ୍ପ ପ୍ରଶାସନ। ଆଫଗାନିସ୍ତାନ ପାସପୋର୍ଟଧାରୀଙ୍କ ଭିସା ବନ୍ଦ...

Login