ଡ୍ରୋନ୍ ଯୋଗେ ଭୁବନେଶ୍ବରରେ ପାଟ୍ରୋଲିଙ୍ଗ କରାଯିବ
ଭୁବନେଶ୍ବର:ଏଥର ରାଜଧାନୀକୁ ଜଗିବ ଡ୍ରୋନ । ଡ୍ରୋନ ପାଟ୍ରୋଲିଙ୍ଗ ପାଇଁ ପ୍ରସ୍ତୁତ କମିଶନରେଟ ପୁଲିସ। ଏନେଇ ସୂଚନା ଦେଇ ଭୁବନେଶ୍ବର ଡିସିପି ପ୍ରତୀକ ସିଂ କହିଛନ୍ତି, ହାଇ ଡେଫିନେସନ କ୍ଲାରିଟି ଥିବାରୁ, ଏରିଏଲ ଭ୍ୟୁ ପାଇଁ ଏହାକୁ ବ୍ୟବହାର କରିବୁ। ଏହା ଭିଆଇପି ପ୍ରୋଗ୍ରାମ, ଆସେମବ୍ଲି ଓ ଲ ଆଣ୍ଡ ଅର୍ଡର, ହକି, ଫୁଟବଲ ଇଭେଣ୍ଟ ପାଇଁ ଏହା ସହାୟକ ହେବ। ସେ ଆହୁରି କହିଛନ୍ତି, ଡ୍ରୋନ ପାଟ୍ରୋଲିଙ୍ଗ ଟ୍ରେନିଂ ପ୍ରୋଗ୍ରାମ ପାଇଁ ସଂସ୍ଥାର ଲୋକଙ୍କୁ ଡ଼କାଯିବ, … Continue reading ଡ୍ରୋନ୍ ଯୋଗେ ଭୁବନେଶ୍ବରରେ ପାଟ୍ରୋଲିଙ୍ଗ କରାଯିବ
Copy and paste this URL into your WordPress site to embed
Copy and paste this code into your site to embed