ଡ୍ରାଇଭର ସଂଘର ଷ୍ଟିଅରିଂ ଛାଡ , ଯାତ୍ରୀ ପ୍ରଭାବିତ ହେବା ସହ ମିଳୁନି ପେଟ୍ରୋଲ
ଭୁବନେଶ୍ୱର : ଦ୍ୱିତୀୟ ଦିନରେ ପହଁଚିଛି ଷ୍ଟିଅରିଂ ଛାଡ ଆନ୍ଦୋଳନ । ସବୁଠି ପ୍ରଭାବ ଅନୁଭୂତ ହେଉଛି । ବରମୁଣ୍ଡା ଓ ବାଦାମବାଡି ବସଷ୍ଟାଣ୍ଡ ଆଜି ବି ଖାଁ ଖାଁ ରହିଛି । ଆବଶ୍ୟକ ଯାତ୍ରୀ ଓ ବସ ନ ଥିବାରୁ ବସଷ୍ଟାଣ୍ଡରୁ ଗଡୁନି ବସ । ସମ୍ବଲପୁର ବସଷ୍ଟାଣ୍ଡରେ ମଧ୍ୟ ସମାନ ସ୍ଥିତି । ତେଣୁ ବସଷ୍ଟାଣ୍ଡରେ ଅଟଳି ଥିବା ଯାତ୍ରୀ ମାନେ ମଧ୍ୟ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି । ପୁରୀରେ ମଧ୍ୟ ଗଡୁନି … Continue reading ଡ୍ରାଇଭର ସଂଘର ଷ୍ଟିଅରିଂ ଛାଡ , ଯାତ୍ରୀ ପ୍ରଭାବିତ ହେବା ସହ ମିଳୁନି ପେଟ୍ରୋଲ
Copy and paste this URL into your WordPress site to embed
Copy and paste this code into your site to embed