ବିନିକା : ନୂଆ ବଜାରରେ ଗଞ୍ଜେଇ ଭର୍ତ୍ତି କାରରେ ଅଗ୍ନିକାଣ୍ଡ । ଡ୍ରାଇଭରରେ ନିଆଁ ଲଗାଇ ଫେରାର ଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା । ଚକ ଫାଟିଯିବାରୁ ଡ୍ରାଇଭର ନିଆଁ ଲଗାଇ ଫେରାର ସୂଚନା । ନମ୍ବର ବିହୀନ କାରରେ ପ୍ରାୟ ୩ କୁଇଣ୍ଟାଲ ଗଞ୍ଜେଇ ଚାଲାଣ ହେଉଥିବା ଅନୁମାନ । କାର୍ଟି ବିଚ ରାସ୍ତାରେ ହୁତୁ ହୁତୁ ହୋଇ ଜଲି ଉଠିଲା । ପାଖରେ ଥିବା ଜନସାଧାରଣ ଦମକଳ ବାହିନୀକୁ ଫୋନ କରିବାରୁ ବିନିକା ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଗାଡ଼ିଟି ଅର୍ଦ୍ଧଦଗ୍ଧ ହୋଇଥିଲା ବେଳେ ଗଞ୍ଜେଇରେ ମଧ୍ୟ କିଛିମାତ୍ରାରେ ନିଆଁ ଳାଗିଥିବା ଜଣାପଡ଼ିଛି । ଘଟଣା ସ୍ଥଳରେ ବିନିକା ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।
Views: 77