The Ultimate Managed Hosting Platform
ADVERTISEMENT

ଡ୍ରାଇଭର ଆନେ୍ଦାଳନ ନେଇ ବାଚସ୍ପତିଙ୍କ ରୁଲିଂ

Facebook
Twitter
LinkedIn

ଭୁବନେଶ୍ୱର : ଡ୍ରାଇଭର ଆନେ୍ଦାଳନ ନେଇ ରୁଲିଂ ଦେଲେ ବାଚସ୍ପତି । ଗୃହରେ ବିବୃତି ରଖିବାକୁ ପରିବହନ ମନ୍ତ୍ରୀଙ୍କୁ ନିଦେ୍ର୍ଦଶ । ଡ୍ରାଇଭର ଙ୍କ ସହ ଆଲୋଚନା କରି କାଲି ଗୃହରେ ବିବୃତି ଦେବାକୁ କହିଲେ ବାଚସ୍ପତ ିା ୧୦ ଦଫା ଦାବି ନେଇ ବସର ଡ୍ରାଇଭର ମାନେ ୨ ଦିନ ଧରି ଆନେ୍ଦାଳନ କରୁଛନ୍ତି । ଯାହା ଫଳରେ ବସ ଯାତାୟତ ହୋଇ ପାରୁ ନାହିଁ । ଯାତ୍ରୀ ମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଦୂରଦୂରାନ୍ତକୁ ଯିବାକୁ ଥିବା ଯାତ୍ରୀ ମାନେ ବସ ଯାତାୟତ ନ ହେବା ଫଳରେ ଅସୁବିଧା ହେଉଥିବା ଦେଖିବାକୁ ମିଳୁଛି । ରାସ୍ତାରେ ଡ୍ରାଇଭରଙ୍କ ଆନେ୍ଦାଳନ ଫଳରେ ଯିବା ଆସିବାରେ ମଧ୍ୟ ଅସୁବିଧା ହେଉଛି ।

ସୋରର ୪୦ ଡ୍ରାଇଭର ଗିରଫ
ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ପୁରୀ : ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପୁରୀ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା । ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ପୁରୀ ଜିଲ୍ଲାପାଳ । ମନ୍ତବ୍ୟରେ...

Login