କଟକ : ଡି ବ୍ରଦର୍ସ ନା ନେଇ ବଟି ଆଦାୟ ଅଭିଯୋଗରେ ୨ ଗିରଫ । ୨ ଜଣ ଟିଉସନ ସାରଙ୍କୁ ଗିରଫ କଲା ଚାଉଳିଆଗଞ୍ଜ ପୋଲିସ । ଗିରଫ ଅଭିଯୁକ୍ତଙ୍କ ଠାରୁ ୯୨ ହଜାର ଟଙ୍କା ଜବତ କଲା ପୋଲିସ । କଟକ, ଭୁବନେଶ୍ୱର, ପୁରୀ, ଢେଙ୍କାନାଳରେ କାରବାର ଚଳାଇଥିଲେ । ୨ ଗିରଫ ଅଭିଯୁକ୍ତ ଡି ବ୍ରଦର୍ସର ସହଯୋଗୀ ନ ଥିଲେ । ଅଭିଯୁକ୍ତ କମଳାକାନ୍ତ ବାରିକ ଓ ଦିଲୀପ କୁମାର ଦାସ ଗିରଫ କରିଛି ଚାଉଳିଆଗଞ୍ଜ ଥାନା ପୋଲିସ ।
Views: 82