The Ultimate Managed Hosting Platform
ADVERTISEMENT

ଡିସେମ୍ବର ୨୦ରେ ରାଜ୍ୟ ସଭା ପାଇଁ ଉପନିର୍ବାଚନ

Facebook
Twitter
LinkedIn

ଭୁବନେଶ୍ୱର : ପ୍ରକାଶ ପାଇଲା ରାଜ୍ୟସଭା ଉପନିର୍ବାଚନ ବିଜ୍ଞପ୍ତି । ଡିସେମ୍ବର ୨୦ରେ ରାଜ୍ୟ ସଭା ପାଇଁ ଉପନିର୍ବାଚନ ହେବ । ଏ ନେଇ ନିର୍ବାଚନ କମିଶନରଙ୍କ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ସୁଜିତଙ୍କ ଇସ୍ତଫା ପରେ ଓଡିଶାର ଗୋଟିଏ ଲୋକସଭା ଆସନ ଖାଲି ପଡିଛି । ଯାହା ଫଳରେ ଏହି ଆସନରେ ଡିସେମ୍ବର ୨୦ ତାରିଖରେ ଉପନିର୍ବାଚନ ଅନୁଷ୍ଠିତ ହେବ ।
ଡିସେମ୍ବର ୩ରେ ପ୍ରକାଶ ପାଇବ ବିଜ୍ଞପ୍ତି
୧୦ରେ ନାମାଙ୍କନର ଶେଷ ତାରିଖ
୧୩ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର
୨୦ ଡିସେମ୍ବରରେ ପଡିବ ଭୋଟ

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login