The Ultimate Managed Hosting Platform
ADVERTISEMENT

ଡିଭାଇଡରରେ ପିଟିହେଲା ବାଇକ

Facebook
Twitter
LinkedIn

ରେଢାଖୋଲ : ମର୍ମନ୍ତୁଦ ଦୁର୍ଘଟଣାରେ ଦୁଇ କଲେଜ ଛାତ୍ର ମୃତ । ରେଢାଖୋଲରୁ ନାକଟିଦେଉଳ ଯାଉଥିବା ରାସ୍ତାର ହଳଦୀଘାଟ ନିକଟରେ ଭାରସାମ୍ୟ ହରାଇ ଡିଭାଇଡରରେ ପିଟିହେଲା ବାଇକ୍ । ଦୁର୍ଘଟଣାରେ ଦୁଇ କଲେଜ ଛାତ୍ର ମୃତ୍ୟୁ ଘଟିଛି । ଅନ୍ୟ ଜଣେ ଆହତ ହୋଇଛନ୍ତି । ମୃତାହତ ଛାତ୍ରମାନେ ଭୀମଭୋଇ କଲେଜ ଯୁକ୍ତ ଦୁଇରେ ପାଠ ପଢ଼ୁଥିଲେ । ଆଜି ପରୀକ୍ଷା ଦେଇ ଘରକୁ ଫେରୁଥିବା ବେଳେ ଦୁର୍ଘଟଣା ଘଟିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login