ଭୁବନେଶ୍ୱର : ଭାରତୀୟ ଆଇନରେ ଡିଜିଟାଲ ଆରେଷ୍ଟ ଭଳି କୈାଣସି ଶବ୍ଦ ନାହିଁ । ଏ ନେଇ “ଏକ୍ସ” ଯୋଗେ ସତର୍କ ରହିବାକୁ ଓଡିଶା ପୋଲିସ ସୂଚନା । ଆଜିକା ଦିନରେ ସାଇବାର ଅପରାଧିମାନେ ବିଭିନ୍ନ ଉପାୟରେ ଠକୁଛନ୍ତି । ନ୍ୟାୟିକ ଅଧିକାରୀ, ପୋଲିସ, ସିବିଆଇ, କଷ୍ଟମ୍ସ ଅଧିକାରୀ କହି ଠକୁଛନ୍ତି । ଏଭଳି ଫୋନ କଲ ଆସିବା ମାତ୍ରେ ନିକଟସ୍ଥ ଥାନା ବା ୧୯୩୦କୁ ଜଣାନ୍ତୁ ।
Views: 62