The Ultimate Managed Hosting Platform
ADVERTISEMENT

ଡମଣା ଛକରେ ଦୁର୍ଘଟଣା , ଅଟୋକୁ ପିଟିଲା କାର

Facebook
Twitter
LinkedIn

ଭୁବନେଶ୍ୱର : ଭୁବନେଶ୍ୱର ଡମଣା ଛକରେ ଦୁର୍ଘଟଣା । ଅଟୋକୁ ପିଟିଲା କାର । ଦୁର୍ଘଟଣାରେ ୨ ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ତୁରନ୍ତ ପିସିଆର୍ଙ୍କୁ ଖବର ଦିଆଯାଇଥିଲା । ସ୍ଥାନୀୟ ଲୋକେ ପିସିଆର୍ ପହଞ୍ଚି ଗୁରୁତର ଲୋକଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣା ସ୍ଥଳରୁ ଅଟୋ ଏବଂ କାର କୁ ଜବତ କରିଛି ଚନ୍ଦ୍ରଶେଖର ପୁର ଥାନା ପୋଲିସ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login