The Ultimate Managed Hosting Platform
ADVERTISEMENT

ଡଙ୍ଗା ବୁଡି , ଜଣଙ୍କ ମୃତଦେହ ଉଦ୍ଧାର

Facebook
Twitter
LinkedIn

ମାଲକାନଗିରି : ସତୀଗୁଡା ଡ୍ୟାମରୁ ମହିଳାଙ୍କ ମୃତଦେହ ଉଦ୍ଧାର । ନିଖୋଜ ୨ ଜଣଙ୍କ ମଧ୍ୟରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର । ଜଣେ ପୁରୁଷ ଏବେବି ନିଖାଜେ । ଉଦ୍ଧାର କାର୍ଯ୍ୟ ଜାରି ରହିଛି । କାଲି ସତୀଗୁଡା ଡ୍ୟାମରେ ୨ଟି ଡଙ୍ଗା ବୁଡି ୨ ଜଣ ନିଖୋଜ ଥିଲେ । କାଳବୈଶାଖୀ ହେବା ଫଳରେ ଡ୍ୟାମକୁ ଯାଇଥିବା ବେଳେ ଆଉ ଫେରିପାରି ନ ଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login