The Ultimate Managed Hosting Platform
ADVERTISEMENT

ଡଙ୍ଗାରୁ ଖସି ଜଣେ ନିଖୋଜ

Facebook
Twitter
LinkedIn

ଚିତ୍ରକୋଣ୍ଡା : ବାଲିମେଳା ଜଳଭଣ୍ଡାରରେ ବୁଡି ଜଣେ ନିଖୋଜ । ଜଳଭଣ୍ଡାର ଦେଇ ଯାଉଥିବା ବେଳେ ଡଙ୍ଗାରୁ ଖସି ନିଖୋଜ ।ଡଙ୍ଗାରେ ଓରାପଦରରୁ ବାୟାଗୁଡା ଯାଉଥିଲେ ୩ ମହିଳା । ହଠାତ ଡଙ୍ଗାରୁ ଖସି ପଡି ଜଣେ ମହିଳା ନିଖୋଜ । ୨ ଜଣ ମହିଳା ଉଦ୍ଧାର , ନିଖୋଜ ଜଣଙ୍କର ପତ୍ତା ମିଳୁନି । ସୂଚନା ଅନୁସାରେ ଶୁକ୍ରବାର ଅପରାହ୍ଣରେ ମାଲକାନଗିରି ଜିଲ୍ଲା ଚତ୍ରକୋଣ୍ଡା ଥାନା ଅନ୍ତର୍ଗତ ଓରାପଦର୍ ରୁ ବାଟାଗୁଡ଼ା ଗ୍ରାମକୁ ଦେଶୀ ଡଙ୍ଗା ମାଧ୍ୟମରେ ଜଣେ ପୁରୁଷ ଓ ଦୁଇ ମହିଳା ତିନିଜଣ ଯାଉଥିବା ବେଳେ ଡଙ୍ଗା ଚାଳକ ସାଙ୍କା ପଲାସି କାତ୍ ସହ ନଦୀ ଭିତରେ ଖସି ଯାଇଥିଲେ। ଦୀର୍ଘ ସମୟ ପରେ ଦୁଇ ମହିଳା ସହ ଡଙ୍ଗାକୁ ଓରାପଦର ଗ୍ରାମବାସୀ ଉଦ୍ଧାର କରିଥିଲେ। କିନ୍ତୁ ଡଙ୍ଗାରୁ ଖସି ଯାଇଥିବା ସାଙ୍କା ପଲାସୀ ବର୍ତ୍ତମାନ ଯାଏ ନିଖୋଜ୍ ଅଛନ୍ତି । ବାରମ୍ବାର ଏହିଭଳି ଘଟଣା ଘଟୁଥିବା ବେଳେ, ଆଜି ପର୍ୟ୍ୟନ୍ତ ସେଠାରେ ସେତୁ ନିର୍ମାଣ ପାଇଁ ପ୍ରଶାସନ ଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନାହିଁ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login