ମାର୍ଶାଘାଇ : ଟ୍ରେନ ଲାଇନରେ ମୃତଦେହ । କେନ୍ଦ୍ରାପଡା-ହରିଦାସପୁର-ପାରାଦୀପ ରେଳ ଲାଇନରେ ପଡିଛି ଯୁବକଙ୍କ ମୃତଦେହ । ମୃତକଙ୍କ ପରିଚୟ ମିଳିନାହିଁ । ଯୁବକଙ୍କ ମୁଣ୍ଡ ଓ ଶରୀର ଅଲଗା ହୋଇଯାଇଛି । ଏହା ହତ୍ୟା କି ଆତ୍ମହତ୍ୟା ସ୍ପଷ୍ଟ ହୋଇନାହିଁ । ମୃତଦେହକୁ ଜବତ କରି ତଦନ୍ତ କରୁଛି ପୋଲିସ ।
Views: 40