The Ultimate Managed Hosting Platform
ADVERTISEMENT

ଟ୍ରେନ ଦୁର୍ଘଟଣାରେ ଅଜଣା ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ

Facebook
Twitter
LinkedIn

ଯାଜପୁର: ଦାନଗଦି ଫାଣ୍ଡି ଅନ୍ତର୍ଗତ ଗୋଡିଗୋଠ ନିକଟରେ ଟ୍ରେନ୍ ଦୁର୍ଘଟଣାରେ ଅଜଣା ବୃଦ୍ଧଙ୍କ ମୃତ୍ୟୁ। ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି ରେଳବାଇ ପୋଲିସ। ସୂଚନା ମୁତାବକ କେନ୍ଦୁଝର-ଯଖପୁରା ରେଳପଥର ସୁକିନ୍ଦା ରୋଡ ରେଳଷ୍ଟେସନ ଠାରୁ ୨ କିମି ଦୂରତାରେ ଏହି ଟ୍ରେନ ଦୃର୍ଘଟଣା ଘଟିଥିବା ସୂଚନା ମିଳିଛି। ତେବେ ଏଯାଏ ବୃଦ୍ଧ ବ୍ୟକ୍ତିଙ୍କ ପରିଚୟ ଅସ୍ପଷ୍ଟ ଅଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login