କଟକ : କଟକ ଏସସିବିରେ ଏବେ ୧୧୯ ଜଣ ଚିକିତ୍ସାଧୀନ ରହିଛନ୍ତି । ୧୪ ଗୁରୁତର ଆଇସିୟୁରେ ଚିକିତ୍ସାଧୀନ ଥିବା ସୂଚନା । ଦୁର୍ଘଟଣାପରେ ୨୦୧ ଆହତ ଏସସିବିରେ ଭର୍ତ୍ତି ହୋଇଥିଲେ । କାଲି ସୁଦ୍ଧା ୮୨ ଡିସଚାର୍ଜ ହୋଇଥିବା ସ୍ପଷ୍ଟ କଲେ କର୍ତ୍ତୁପକ୍ଷ ।
୧୧୧ ମୃତଦେହ ହସ୍ତାନ୍ତର : ବିଏମସି
Views: 79

ନୂଆଦିଲ୍ଲୀ : ଭାରତକୁ ଆଉ ଏକ ଝଟକା । ଆମେରିକାର ବ୍ୟାନ ଭାରତ ଉପରେ ପକାଇଛି ମହଙ୍ଗା । ୬ଟି ଭାରତୀୟ ପେଟ୍ରୋଲିୟମ୍ କମ୍ପାନି ଉପରେ ପ୍ରତିବନ୍ଧକ...
ଆମେରିକା : ଆମେରିକାରେ ନୌସେନାର ଏଫ-୩୫ ଫାଇଟର ଜେଟ୍ ଦୁର୍ଘଟଣାଗ୍ରସ୍ତ । କେନ୍ଦ୍ରୀୟ କାଲିଫର୍ଣ୍ଣିଆର ନାଭାଲ ଏୟାର ଷ୍ଟେସନ ଲିମୋର ନିକଟରେ ଏହି ଦୁର୍ଘଟଣା ହୋଇଛି ।...
ନୂଆଦିଲ୍ଲୀ : ଆମେରିକାର ଟାରିଫ ବୃଦ୍ଧି । ଭାରତ ପାଇଁ ପଡିଛି ମହଙ୍ଗା । ୨୫ ପ୍ରତିଶତ ଟାରିଫ କଷିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।...
ଭୁବନେଶ୍ୱର : ୯ ତାରିଖରେ ଜୟପୁରରୁ ସୁଭଦ୍ରା ତୃତୀୟ କିସ୍ତି ଅର୍ଥ ବାଣ୍ଟିବେ ମୁଖ୍ୟମନ୍ତ୍ରୀ । କୋଟିଏରୁ ଉଦ୍ଧ୍ୱର୍ ହିତାଧିକାରୀଙ୍କୁ ଏକକାଳୀନ ଯିବ ସୁଭଦ୍ରା ଅର୍ଥ ।...