The Ultimate Managed Hosting Platform
ADVERTISEMENT

ଟ୍ରେନ ଟଏଲେଟରେ ଯୁବତୀଙ୍କ ଶବ

Facebook
Twitter
LinkedIn

ଭୁବନେଶ୍ୱର : ଟ୍ରେନ ଟଏଲେଟ ଭିତରୁ ମିଳିଲା ଯୁବତୀଙ୍କ ମୃତଦେହ । ଧାନବାଦ ଏକ୍ସପ୍ରେସର ଏକ ବଗିରୁ ଥିବା ଟଏଲେଟରୁ ମିଳିଲା ଶବ । ଯାତ୍ରୀ ଓହ୍ଲାଇ ରେଷ୍ଟ ୱାଗନରେ ଥିବା ଟ୍ରେନରୁ ମିଳିଲା ମୃତଦେହ । ମୃତଦେହ ଚିହ୍ନଟ ହୋଇ ନଥିବା ବେଳେ କିଭଳି ମୃତ୍ୟୁ ହେଲା ଅସ୍ପଷ୍ଟ ରହିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login