The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ଟ୍ରେନରେ ଗୁଳିମାଡ , ୪ ମୃତ

Facebook
Twitter
LinkedIn

ମୁମ୍ବାଇ : ଜୟପୁର-ମୁମ୍ବାଇ ଏକ୍ସପ୍ରେସ ଟ୍ରେନ ଭିତରେ ଗୁଳିମାଡ । ଚଳନ୍ତା ଟ୍ରେନରେ ଗୁଳିମାଡ ଘଟଣାରେ ୪ ଜଣଙ୍କ ମୃତ୍ୟୁ । ଆରପିଏଫ ଏଏସଆଇଙ୍କ ସହ ଆଉ ୩ ଜଣଙ୍କ ମୃତ୍ୟୁ । ପାଲଘର ଷ୍ଟେସନ ନିକଟରେ ଗୁଳିମାଡ ହୋଇଥିବା ସୂଚନା । ଜଣେ ଆରପିଏଫ କନଷ୍ଟେବଳ ଗୁଡିମାଡ କରିଥିବା ସୂଚନା । ବନ୍ଧୁକ ଜବତ ସହ କନଷ୍ଟେବଳଙ୍କୁ ଗିରଫ କରିଛି ମୁମ୍ବାଇ ଜିଆରପି । ଫାୟାରିଂ ପରେ କନଷ୍ଟେବଲ ଦହିସର ରେଲ୍ୱେ ଷ୍ଟେସନ ନିକଟରେ ଟ୍ରେନରୁ ଡେଇଁ ପଡ଼ିଥିଲେ। ତେବେ ଅଭିଯୁକ୍ତ କନଷ୍ଟେବଳଙ୍କୁ ଗିରଫ କରାଯାଇ ପଚରାଉଚରା ଚାଲିଥିବା ସୂଚନା ମିଳିଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଟେକ ଅଫ ସମୟରେ ରନୱେରୁ ଖସିଲା ପ୍ରାଇଭେଟ ଜେଟ

ଟେକ ଅଫ ସମୟରେ ରନୱେରୁ ଖସିଲା ପ୍ରାଇଭେଟ ଜେଟ

ୟୁପି : ଉତ୍ତରପ୍ରଦେଶର ଫର୍ରୁଖାବାଦ୍ ଜିଲ୍ଲାରେ ଟଳିଲା ବଡ଼ ବିମାନ ଦୁର୍ଘଟଣା । କୋତୱାଲି ମହମ୍ମଦାବାଦ ଏୟାରଷ୍ଟ୍ରିପରେ ଉଡ଼ାଣ ଭରିବା ସମୟରେ ଏକ ଘରୋଇ ଜେଟ୍ ନିୟନ୍ତ୍ରଣ...

ADVERTISEMENT
ଐତିହାସିକ କଟକ ବାଲିଯାତ୍ରାକୁ ମିଳିଲା ଜାତୀୟ ମାନ୍ୟତା

ଉପର ପଡିଆରେ ହେବ ବାଲିଯାତ୍ରା , ଲୋକଙ୍କ ଭାବାବେଗ ଓ ପରମ୍ପରାକୁ ଦେଖି ଗ୍ରହଣ କଲେ ହାଇକୋର୍ଟ

କଟକ : ଉପର ପଡିଆରେ ହେବ ଐତିହାସିକ ବାଲିଯାତ୍ରା । ଏ ନେଇ ହାଇକୋର୍ଟଙ୍କୁ ସତ୍ୟପାଠ ଦେଲା ଜିଲ୍ଲା ପ୍ରଶାସନ । ଲୋକଙ୍କ ଭାବାବେଗ ଓ ପରମ୍ପରାକୁ...

Login