The Ultimate Managed Hosting Platform
ADVERTISEMENT

ଟ୍ରିପଲ ମର୍ଡର : ରାଜ୍ୟ ବାହାରେ ୨ ଟିମ୍

Facebook
Twitter
LinkedIn

ସମ୍ବଲପୁର : ଘର ଭିତରେ ମା’ ସହ ଦୁଇ ଛୁଆଙ୍କୁ ହତ୍ୟା ଘଟଣା । ଖୁବଶୀଘ୍ର ଅଭିଯୁକ୍ତଙ୍କ ପାଖରେ ପୋଲିସ ପହଂଚିବ ବୋଲି କହିଲେ ଏସପି । ୨୪ ରୁ ୪୮ ଘଣ୍ଟା ମଧ୍ୟରେ ହତ୍ୟାକାଣ୍ଡର ସ୍ପଷ୍ଟତା ଆସିବ । ପ୍ରମାଣ ଖୋଜା ଚାଲିିଛି , ୨ଟି ଟିମ୍ ରାଜ୍ୟ ବାହାରକୁ ଯାଇଛି । ଯେଉଁମାନେ ସେଛାରେ ରହୁଥିଲେ ହତ୍ୟାରେ ସେମାନଙ୍କ ସମ୍ପୃକ୍ତି ରହୁଛି ।
ବନ୍ଦ କୋଠରୀ ଭିତରୁ ହତ୍ୟାରେ ବ୍ୟବହୃତ କପଡ଼ା, ମାରଣାସ୍ତ୍ର ସହ ରକ୍ତ ଜୁଡୁବୁଡୁ ପ୍ୟାଣ୍ଟ ଜବତ କରାଯାଇଥିଲା। କିଛି ଦିନ ତଳେ ସାଜିଆଙ୍କ ସହ ସଲମାନ ଅହମ୍ମଦର ପାଟିତୁଣ୍ଡ ହୋଇଥିଲା। ପ୍ରାଥମିକ ତଦନ୍ତରୁ ଏହା ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଜଣାପଡିଛି। ପୋଷ୍ଟମୋର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ପୋଲିସ କହିଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login