The Ultimate Managed Hosting Platform
ADVERTISEMENT

ଟ୍ରାକ୍ଟର-ସ୍କୁଲ ବସ ଧକ୍କା, ୪ ଆହତ

Facebook
Twitter
LinkedIn

ଦିଗପହଣ୍ଡି: ଟ୍ରାକ୍ଟର-ସ୍କୁଲ ବସ ମୁହାଁମୁହିଁ ଧକ୍କା । ଦୁର୍ଘଟଣା ୪ ଛାତ୍ର ଆହତ । ଗୋକର୍ଣ୍ଣପୁର-କେଦାରପୁର ରାସ୍ତାରେ ଦୁର୍ଘଟଣା । ଘରୋଇ ସ୍କୁଲର ଆହତ ୪ ଛାତ୍ର ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି । ବସ ଭଇତରେ ଚାପି ରହିଥିବା ଡ୍ରାଇଭରଙ୍କୁ ଉଦ୍ଦଆର ପାଇଁ ଉଦ୍ୟମ ଜାରି । ଛାତ୍ରଙ୍କୁ ନେଇ ସ୍କୁଲ ଆସୁଥିବା ବସ୍ ସହ ଧକ୍କା ହୋଇଥିଲା ଟ୍ରାକ୍ଟର । ଫଳରେ ଟ୍ରାକ୍ଟର ଡ୍ରାଇଭର ଚାପି ହୋଇ ରହିଯାଇଥିଲେ । ଡ୍ରାଇଭରଙ୍କୁ ଅଗ୍ନିଶମ କର୍ମଚାରୀ ପହଞ୍ଚି ଉଦ୍ଧାର କରିଛନ୍ତି । ସେପଟେ ଆହତ ହୋଇଥିବା ଛାତ୍ରଙ୍କୁ ମେଡିକାଲ ପଠାଯାଇଛି । ଘଟଣା ସ୍ଥଳରେ ଉଦ୍ଧାର କାର୍ୟ୍ୟ ଜାରି ରହିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login