ରାୟଗଡା : ସ୍ପିଡ ମେକର ଇଞ୍ଜିନର ଟ୍ରାଏଲ ରନରେ ଅଘଟଣ । ଟ୍ରାଏଲ ରନ ବେଳେ ଚାଲିଗଲା ୨ ଜଣଙ୍କ ଜୀବନ । ସିଂପୂର ରୋଡ ଓ ରାୟଗଡା ମଧ୍ୟରେ ଟ୍ରାଏଲ ରନ ବେଳେ ଅଘଟଣ । ଦେବଦଲଗୁଡା ନିକଟରେ ତୃତୀୟ ଲାଇନରେ କଟି ୨ ଜଣଙ୍କ ମୃତ୍ୟୁ । ତୃତୀୟ ଟ୍ରାକରେ ୨ ଜଣ ବସିଥିଲା ବେଳେ ଇଞ୍ଜିନ ଧକ୍କାରେ ମୃତ୍ୟୁ । କ୍ଷତିପୂରଣ ଦାବିରେ ଅଡି ବସିଛନ୍ତି ଲୋକେ । ଉଠିପାରୁନି ମୃତଦେହ ।
Views: 73