The Ultimate Managed Hosting Platform
ADVERTISEMENT

ଟ୍ରମ୍ପ ନେବାକୁ ଯାଉଛନ୍ତି ବଡ ପଦକ୍ଷେପ , ଥାର୍ଡ ୱାର୍ଲଡ କଣ୍ଟ୍ରିକୁ ମନା ହୋଇପାରେ ଆମେରିକା

Facebook
Twitter
LinkedIn

ୱାସିଂଟନ : ହ୍ବାଇଟ ହାଉସ ନିକଟରେ ଫୁଟିଲା ଗୁଳି । ଥାର୍ଡ ୱାର୍ଲଡ କଣ୍ଟ୍ରିକୁ ଭୋଗିବାକୁ ପଡ଼ିପାରେ ପରିଣାମ । ଗତକାଲି ହ୍ବାଇଟ ହାଉସ ନିକଟରେ ହୋଇଥିବା ଗୁଳିକାଣ୍ଡକୁ ନେଇ ଟ୍ରମ୍ପ ପ୍ରଶାସନ କଠୋର । ବଡ଼ ପଦକ୍ଷେପ ନେବାକୁ ଯୋଜନା କରୁଛନ୍ତି ଟ୍ରମ୍ପ । ଥାର୍ଡ ୱାର୍ଲଡ କଣ୍ଟ୍ରିକୁ ମନା ହୋଇପାରେ ଆମେରିକା । ଥାର୍ଡ ୱାର୍ଲ କଣ୍ଟ୍ରିରୁ ମାଇଗ୍ରେସନକୁ ସ୍ଥାୟୀ ଭାବେ ବନ୍ଦ କରିବାକୁ ବିଚାର କରୁଛନ୍ତି ଟ୍ରମ୍ପ । ହ୍ବାଇଟ ହାଉସ ନିକଟରେ ଗୁଳିକାଣ୍ଡ କରିଥିବା ଅଭିଯୁକ୍ତ ଆଫଗାନିସ୍ତାନରୁ ୨୦୨୧ରେ ଶରଣାର୍ଥୀ ଭାବେ ଆସିଥିଲା । ଏହାକୁ ଦୃଷ୍ଟିରେ ରଖି ଥାର୍ଡ ୱାର୍ଲଡ କଣ୍ଟ୍ରିର ନାଗରିକଙ୍କୁ ଆମରିକାକୁ ସ୍ଥାୟୀ ଭାବେ ପ୍ରବେଶ ନିଷେଧ ପାଇଁ ବିଚାର କରୁଛନ୍ତି ଟ୍ରମ୍ପ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login