The Ultimate Managed Hosting Platform
ADVERTISEMENT

ଟ୍ରକକୁ ପିଟିଲା ବସ୍ , ୮ ଜଣ ଆହତ

Facebook
Twitter
LinkedIn

କୁଚିଣ୍ଡା : ରାସ୍ତାରେ ଛିଡା ହୋଇଥିବା ଟ୍ରକକୁ ପିଟିଲା ବସ । ୮ ଜଣ ଆହତ । ଜମନକିରା ଥାନା ବାଇପାସ ରାସ୍ତାରେ ଓଏସଆରଟିସି ବସ ଦୁର୍ଘଟମାଗ୍ରସ୍ତ । ୮ ଜଣ ଆହତଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର । ଗୁରୁତରଙ୍କୁ ବୁର୍ଲାରେ ଭର୍ତ୍ତି କରାଯାଇଛି । ବସଟି ୨୫ରୁ ୩୦ ଜଣ ଯାତ୍ରୀଙ୍କୁ ନେଇ କେନ୍ଦୁଝରରୁ ବଲାଙ୍ଗୀର ଯାଉଥିଲା ।
ସୂଚନା ଅନୁସାରେ ପୂର୍ବରୁ ଛିଡା ଥିବା ଟ୍ରକକୁ ପଛ ପଟୁ ଧକ୍କା ଦେଲା ବସ ଫଳରେ ବସ ଚାଳକ ଗୁରୁତର ହୋଇଛନ୍ତି କ୍ଷ ଏହାପରେ ଗୁରୁତରଙ୍କୁ ବୁର୍ଲା ଡାକ୍ତରଖାନାକୁ ପଠାଯାଇଛି କ୍ଷ ପ୍ରାୟ ୫ ଜଣ ଆହତ ହୋଇଥିବା ସୂଚନା ମିଳିଛି କ୍ଷ ପୋଲିସ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।ବିଳମ୍ବିତ ରାତି ପ୍ରାୟ ୩ ଟାରେ ଦୁର୍ଘଟଣା ଘଟିଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login