The Ultimate Managed Hosting Platform
ADVERTISEMENT

ଟୀକା ନେଲା ଶିଶୁକନ୍ୟାର ଜୀବନ !

Facebook
Twitter
LinkedIn

ବାସୁଦେବପୁର : ଟୀକା ନେଲା ଶିଶୁର ଜୀବନ । ଟୀକା ନେବା ପରେ ଶିଶୁକନ୍ୟାର ମୃତ୍ୟୁ ଅଭିଯୋଗ ।୍ ବାଲିମୁଣ୍ଡା ପଞ୍ଚାୟତ ନନ୍ଦପାଟଣାରେ ଶିଶୁ ମୃତ୍ୟୁ ଅଭିଯୋଗ । ଗତକାଲି ଅଙ୍ଗନବାଡି କେନ୍ଦ୍ରରେ ଟୀକା ନେବା ପରେ ଅସୁସ୍ଥ ହୋଇପଡିଥିଲା ଶିଶୁ । ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଶିଶୁକୁ ମୃତ ଘୋଷଣା କଲେ ଡାକ୍ତର ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login