ଭୁବନେଶ୍ୱର : ଟମାଟୋ ଦର ବୃଦ୍ଧି ପାଇଁ ବର୍ଷାକୁ ଦୋଷ ଦେଲେ ଯୋଗାଣ ମନ୍ତ୍ରୀ । ଦର ବୃଦ୍ଧିକୁ ନେଇ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ପ୍ରତିକ୍ରିୟା । ଲଗାଣ ବର୍ଷା ଯୋଗୁଁ ଚାଷୀଙ୍କ ସହ ବଜାର ଉପରେ ପ୍ରଭାବ ପଡିଛି । ଓଡିଶାକୁ ବିଶେଷ କରି ବେଙ୍ଗାଲୁରରୁ ଟମାଟୋ ଆସିଥାଏ । ଏହା ଭିତରେ ସ୍ଥିତିରେ କିଛିଟା ପରବର୍ତ୍ତନ ହେବାର ଆଶା କରୁଛୁ । ହୋଡିଂ କରି ଡାଲି ଦର ବଢାଉଥିଲେ , କାର୍ଯ୍ୟାନୁଷ୍ଠାନ ହେବ ।
ରାଜଧାନୀ ଖୁଚୁରା ବଜାରରେ ୧୨୦ ଟଙ୍କା ଛୁଇଁଛି ଟମାଟୋ ଦର। ଅନେକ ସ୍ଥାନରେ ଦର ୧୬୦ ଟଙ୍କାରେ ପହଞ୍ଚିଥିବା ମଧ୍ୟ ଅଭିଯୋଗ ହେଲାଣି। ସୋମବାର ଦିନ କେଜି ପ୍ରତି ୮୦, ରବିବାର ଦିନ ୭୦ ଟଙ୍କା ଥିଲା। ୧୦ ଦିନ ହେଲା ଦର ଏହିଭଳି ବଢ଼ିଯାଇ ଏକାଥରକରେ ୧୦୦ ଟଙ୍କା ଅତିକ୍ରମ କରିଛି। ରାଜ୍ୟର ଅନ୍ୟ ସ୍ଥାନରେ ମଧ୍ୟ ସ୍ଥିତି ଏହିଭଳି ରହିଛି। ଏପ୍ରିଲରୁ ସେପ୍ଟେମ୍ବର ପର୍ୟ୍ୟନ୍ତ କର୍ଣ୍ଣାଟକରୁ ପର୍ୟ୍ୟାପ୍ତ ପରିମାଣରେ ଟମାଟୋ ଓଡ଼ିଶା ଆସିଥାଏ। ଦର ୩୦ ଟଙ୍କା ମଧ୍ୟରେ ରହିଥାଏ। ଚଳିତ ବର୍ଷ ଜୁନ୍ ମାସର ଦରବୃଦ୍ଧିର ସବୁ ରେକର୍ଡ ଭାଙ୍ଗି ଯାଇଥିବା କହିଛନ୍ତି ପରିବା ବ୍ୟବସାୟୀ ।
ଟମାଟୋ ଦର ବୃଦ୍ଧି ; ବର୍ଷାକୁ ଦୋଷ ଦେଲେ ଯୋଗାଣ ମନ୍ତ୍ରୀ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











