The Ultimate Managed Hosting Platform
ADVERTISEMENT

ଟନେଲ ଟ୍ରାଜେଡି ; ଉଦ୍ଧାର କାର୍ଯ୍ୟରେ ରାଟ-ହୋଲ ମାଇନର

Facebook
Twitter
LinkedIn

ନୂଆଦିଲ୍ଲୀ : ଉଦ୍ଧାର କାର୍ଯ୍ୟରେ ୬ ରାଟ-ହୋନ ମାଇନର । ଉତ୍ତର ପ୍ରଦେଶ ଝାନ୍ସୀରୁ ଆସି ସାମିଲ ହେଲେ , ଆଗେଇଲା କାର୍ଯ୍ୟ । ବାକି ଥିବା ୧୦ରୁ ୧୨ ମିଟର ଖୋଳି ଉଦ୍ଧାର ଶେଷ କରିବାକୁ ଉଦ୍ୟମ । ଦୁଇ ଘଣ୍ଟାରେ ୧ ମିଟର ଖୋଳିଲେ ରାଟ-ହୋଲ ମାଇନର । ସେପଟେ ପ୍ଲାନ ବି ଅନୁସାରେ ପାହାଡ ଉପରୁ ଭର୍ଟିକାଲ ଡ୍ରିଲିଂ ଜାରି । ୮୬ ମିଟରରୁ ୩୬ ମିଟର ଡ୍ରିଲିଂ କାର୍ଯ୍ୟ ଶେଷ ହୋଇଥିବା ସୂଚନା ।
ଶ୍ରମିକମାନେ ଉଦ୍ଧାରକାରୀ ଦଳ ପାଖରୁ ୫ ମିଟର ଦୂରରେ ରହିଛନ୍ତି । ରାଟ୍ ହୋଲ୍ ମାଇନର ମାନେ ଆଜି ସୁଦ୍ଧା ଏହି ଖନନ କାର୍ୟ୍ୟ ସାରିବାକୁ ଲକ୍ଷ୍ୟ ରଖିଛନ୍ତି । ତେଣୁ ଆଶା କରାଯାଉଛି, ଯେକୌଣସି ମୁହୂର୍ତ୍ତରେ ଶ୍ରମିକମାନେ ଉଦ୍ଧାର ହେବେ। ପାଇପ୍ ପ୍ରବେଶ କରାଇବା କାମରେ ନିୟୋଜିତ ହୋଇଛି ଅଗର ମେସିନ । ପ୍ରାୟ ୫୦ ମିଟର ଭର୍ଟିକାଲ୍ ଡ୍ରିଲିଂ ହୋଇଥିଲା । ଏହାପରେ ରାଟ୍ ହୋଲ୍ ମାଇନରମାନେ ୩ ମିଟର ଖୋଳିଲେଣି । ଗତକାଲି ରାତିରୁ ଡ୍ରିଲିଂରେ ଆଉ କୌଣସି ବାଧା ଦେଖାଦେଇନି । ଆଜି ସେମାନେ ସକାରାତ୍ମକ ରହିଥିବା ଅନ୍ତର୍ଜାତୀୟ ଟନେଲ୍ ଏକ୍ସପର୍ଟ ଆରନୋଲ୍ଡ ଡିକ୍ସ କହିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

“ଆମ ଶାସନ” ଶୁଭାରମ୍ଭ , ମୁଖ୍ୟମନ୍ତ୍ରୀ କଲେ ଶୁଭାରମ୍ଭ

ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅନ୍ୟନ୍ତ ନିନ୍ଦନୀୟ ; ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ପଶ୍ଚିମବଙ୍ଗରେ ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଉଦବେଗ । ଏହା ଅତ୍ୟନ୍ତ ନିନ୍ଦନୀୟ ଓ ପୀଡା ଦାୟକ, ମୁଁ ଗଭୀର ଭାବରେ ମର୍ମାହତ...

ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ

ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ

ଭୁବନେଶ୍ୱର : ବିଜେପିରେ ମିଶିଲେ ଜୟ ଢୋଲକିଆ । ସ୍ୱର୍ଗତ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ । ନୂଆପଡା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହେବା...

ADVERTISEMENT
ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା

ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା

ଜଳେଶ୍ୱର : ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମେଡିକାଲ କର୍ତ୍ତୁପକ୍ଷଙ୍କ ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା । ମୋତେ ଘଟଣାକୁ ନେଇ କେହି...

Login