The Ultimate Managed Hosting Platform
ADVERTISEMENT

ଟଙ୍କା ହଡପ ମାମଲାରେ ସେଣ୍ଟ୍ରାଲ ବ୍ୟାଙ୍କର ୨ ପୂର୍ବତନ ଅଧିକାରୀ ଗିରଫ

Facebook
Twitter
LinkedIn

ଭୁବନେଶ୍ୱର : ଟଙ୍କା ହଡପ ମାମଲାରେ ସେଣ୍ଟ୍ରାଲ ବ୍ୟାଙ୍କର ୨ ପୂର୍ବତନ ଅଧିକାରୀ ଗିରଫ । ୩ କୋଟି ୩୩ଲକ୍ଷ ଟଙ୍କାରେ ବ୍ୟାଙ୍କ ଠକେଇ ମାମଲାରେ ଦୁଇ ଗିରଫ। ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆର ଦୁଇ ପୂର୍ବତନ କର୍ମଚାରୀଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚର ଅର୍ଥନେତିକ ଅପରାଧ ଶାଖା। ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆର କଟକ ଭଦ୍ରେଶ୍ବର ଶାଖାର ପୂର୍ବତନ ବ୍ୟାଙ୍କ ମ୍ୟାନେଜର ଡମ୍ବରୁଧର ନାୟକ ଓ ପୂର୍ବତନ ଏଗ୍ରିକଲଚର ଅଫିସର ଦେବୀଦତ୍ତ ପାଣିଗ୍ରାହୀଙ୍କୁ ଗିରଫ କରିଛି ଇଓଡବ୍ ଲ୍ୟୁ। ଏମାନଙ୍କୁ କେନ୍ଦୁଝର ଓ ଭୁବନେଶ୍ବରରୁ ଗିରଫ କରାଯାଇଛି। ୩ କୋଟି ୩୩ଲକ୍ଷ ୫୨ ହଜାର ୬୦୨କୋଟି ଟଙ୍କାର ଠକେଇ ଅଭିଯୋଗ ନେଇ ବ୍ୟାଙ୍କର ଭୁବନେଶ୍ବର ଆଞ୍ଚଳିକ ମୁଖ୍ୟ ଇଓବଡ୍ ଲ୍ୟୁର ଦ୍ବାରସ୍ଥ ହୋଇଥିଲେ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login