The Ultimate Managed Hosting Platform
ADVERTISEMENT

ଟଙ୍କା ସହ ତାଡି ନେଇଗଲେ ଏଟିଏମ

Facebook
Twitter
LinkedIn

ଭୁବନେଶ୍ୱର : ଟଙ୍କା ସହ ତାଡି ନେଇଗଲେ ଏଟିଏମ । ଏୟାରଫିଲ୍ଡ ଥାନା ଶ୍ରୀରାମନଗର ସ୍ଥିତ ଏସବିଆଇ ଏଟିଏମ ତାଡି ନେଇଗଲେ । କେତେ ଟଙ୍କା ଥିଲା ଜଣାପଡିନି, ଘଟଣାସ୍ଥଳରେ ପୋଲିସର ଛାନଭିନ । ଏଟିଏମରେ କେତେ ଟଙ୍କା ଥିଲା ଅସ୍ପଷ୍ଟ ରହିଛି । ଗତକାଲି ରାତିରେ ଘଟିଛି ଏହି ଘଟଣା । କେବଳ ଟଙ୍କା ଲୁଟ୍ କରିଛନ୍ତି ତାହା ନୁହେଁ । ଟଙ୍କା ସହ ପୁରା ମେସିନକୁ ତାଡ଼ି ନେଇଛନ୍ତି ଦୁର୍ବୁତ୍ତ । ହେଲେ ଏଟିଏମରେ କେତେ ଟଙ୍କା ଥିଲା ତାହା ଏପର୍ୟ୍ୟନ୍ତ ଜଣାପଡ଼ିନାହିଁ । ସକାଳୁ ସକାଳୁ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନଭିନ କରୁଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login