ଭୁବନେଶ୍ୱର : ସାରା ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି । ଦିନ ସାଢେ ୨ଟା ସୁଦ୍ଧା ଝାରସୁଗୁଡା ସର୍ବାଧିକ ଉତ୍ତପ୍ତ । ସାଢେ ୨ଟାରେ ଝାରସୁଗୁଡା ତାପମାତ୍ରା ୪୨.୮ ଡିଗ୍ରୀ ରେକର୍ଡ । ସମ୍ବଲପୁର ୪୨.୬ , ହୀରାକୁଦ ୪୦.୮ , କେନ୍ଦୁଝର ୪୦ ଡିଗ୍ରୀ ରେକର୍ଡ । ଚାନ୍ଦବାଲି ୩୯.୨, ଭୁବନେଶ୍ୱର ୩୮.୬ , ବାଲେଶ୍ୱର ୩୬ ଡିଗ୍ରୀ ରେକର୍ଡ ।
ଆଜି ଦିନ ୨ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା
— Meteorological Centre, Bhubaneswar (@mcbbsr) April 17, 2023
ଝାରସୁଗୁଡା: ୪୨.୮ ଡ଼ିଗ୍ରୀ
ସମ୍ବଲପୁର: ୪୨.୬ ଡ଼ିଗ୍ରୀ
ହୀରାକୁଦ: ୪୦.୮ ଡ଼ିଗ୍ରୀ
କେନ୍ଦୁଝର:୪୦.୦ ଡ଼ିଗ୍ରୀ
ଚାନ୍ଦବାଲି: ୩୯.୨ ଡ଼ିଗ୍ରୀ
ଭୁବନେଶ୍ୱର: ୩୮.୬ ଡ଼ିଗ୍ରୀ
ବାଲେଶ୍ୱର: ୩୬.୦ ଡ଼ିଗ୍ରୀ
ପୁରୀ: ୩୪ ଡ଼ିଗ୍ରୀ
ଗୋପାଳପୁର:୩୩.୮ ଡ଼ିଗ୍ରୀ
ପାରାଦୀପ:୩୨.୨ ଡ଼ିଗ୍ରୀ
Views: 88