The Ultimate Managed Hosting Platform
ADVERTISEMENT

ଝାରସୁଗୁଡା ବିଜୟ ଉତ୍ସବରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ

Facebook
Twitter
LinkedIn

ଭୁବନେଶ୍ୱର : ଝାରସୁଗୁଡା ବିଜୟ ଉତ୍ସବରେ ସାମିଲ୍ ହେଲେ ନବୀନ ପଟ୍ଟନାୟକ । ଶଙ୍ଖ ଭବନ ଯାଇ ବିଜୟ ଉତ୍ସବରରେ ସାମିଲ ହେଲେ ନବୀନ । ଦଳୀୟ କର୍ମୀଙ୍କୁ ସମ୍ବୋଧନ ଅବସରରେ ନବୀନ ଙ୍କ ଟାର୍ଗେଟ । ଗୁଡ୍ ଗଭର୍ନାନ୍ସ ଗୁରୁତ୍ୱପୂର୍ଣ୍ଣ କହିଲେ ନବୀନ ପଟ୍ଟନାୟକ । ସିଙ୍ଗଲ କି ଡବଲ ଇଞ୍ଜିନ ନୁହେଁ , ଗୁଡ୍ ଗଭର୍ନାନ୍ସ ଗୁରୁତ୍ୱପୁର୍ଣ୍ଣ । ବିରୋଧୀ ମାନେ ମହିଳାଙ୍କୁ ଅସମ୍ମାନ କରିଥିବା କହିଲେ ନବୀନ । ଉଦାହରଣରେ ପଦ୍ମପୁର ଓ ଝାରସୁଗୁଡା କଥା କହିଲେ । ଉଭୟ ଉପନିର୍ବାଚନରେ ବିରୋଧୀ ମହିଳାଙ୍କୁ ଅସମ୍ମାନ କରିଥିଲେ । ବାପାଙ୍କୁ ହରାଇଥିବା ଦୁଇ ଝିଅଙ୍କୁ ଅସମ୍ମାନ କରିଥିଲେ । ବିରୋଧୀଙ୍କ ମହିଳାଙ୍କୁ ଅସମ୍ମାନ ଏକ ବିପଜ୍ଜନକ ଧାରା । ଇତିହାସ ସାକ୍ଷୀ , ରାଜ୍ୟବାସୀ ଏହାକୁ ବରଦାସ୍ତ କରି ନାହାନ୍ତି । ହାଣ୍ଡିଶାଳର ଚାରିକାନ୍ଥ ଭିତରୁ ମିଶନ ଶକ୍ତି ମହିଳାଙ୍କୁ ବାହାରକୁ ଆଣିଛି । ଏବେ ମହିଳା ମାନେ ସାଧାରଣ ଜୀବନରେ ଉଦାହରଣ ସୃଷ୍ଟି କରୁଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login