The Ultimate Managed Hosting Platform
ADVERTISEMENT

ଝାରସୁଗୁଡା କଂଗ୍ରେସ ସଭାପତିଙ୍କ ଇସ୍ତଫା

Facebook
Twitter
LinkedIn

ଝାରସୁଗୁଡା: ଝାରସୁଗୁଡା ଉପନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ ଝଟକା । ଜିଲ୍ଲା ସଭାପତି ପଦରୁ ଇସ୍ତଫା ଦେଲେ ଅଶୋକ କୁମାର ମିଶ୍ର । ପିସିସି ସଭାପତିଙ୍କ ପାଖକୁ ଇସ୍ତଫା ପତ୍ର ପଠାଇଲେ । ସଭାପତି ପଦ ଛାଡିଥିଲେ ବି ଦଳର ପ୍ରାଥମିକ ସଦସ୍ୟ ଥିବା ସ୍ପଷ୍ଟ କଲେ । ନେତୃତ୍ୱଙ୍କ କାର୍ଯ୍ୟକଳାପ ନେଇ ଅସନ୍ତୋଷ ଝାଡିଲେ । ଅଣନିଶ୍ୱାସୀ ଲାଗିବାରୁ ସଭାପତି ପଦରୁ ଇସ୍ତଫା ଦେଲି କହିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login