ଝାରସୁଗୁଡା ଉପନିର୍ବାଚନ : ଧର୍ମେନ୍ଦ୍ରଙ୍କ ଧୂଆଁଧାର ପ୍ରଚାର
ଝାରସୁଗୁଡା : ଝାରସୁଗୁଡା ଉପନିର୍ବାଚନ ପାଇଁ ହାଇଭାଲେଟେଜ କ୍ୟାମ୍ପେନ । ବିଜେପି ପ୍ରାର୍ଥୀଙ୍କ ପାଇଁ ଧର୍ମେନ୍ଦ୍ରଙ୍କ ପ୍ରଚାର । ଟଙ୍କଧର ତ୍ରିପାଠୀଙ୍କ ପାଇଁ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଚାର । ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ବର୍ଷିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଝାରସୁଗୁଡା ବୀର ମାଟି , ପବିତ୍ର ମାଟି , ଐତିହ୍ୟ ସମ୍ପନ୍ନ ମାଟି । ଏ ମାଟି ଜାଣିଛି ନେତୃତ୍ୱ ତିଆରି କରିବା । ହେମାନନ୍ଦ ଓକିଶୋର ମହାନ୍ତିଙ୍କୁ ମନେପକାଇଲେ ଧର୍ମେନ୍ଦ୍ର । ଦୀପାଳି … Continue reading ଝାରସୁଗୁଡା ଉପନିର୍ବାଚନ : ଧର୍ମେନ୍ଦ୍ରଙ୍କ ଧୂଆଁଧାର ପ୍ରଚାର
Copy and paste this URL into your WordPress site to embed
Copy and paste this code into your site to embed