ଝାରସୁଗୁଡା : ଝାରସୁଗୁଡା ଉପନିର୍ବାଚନ ପାଇଁ ହାଇଭାଲେଟେଜ କ୍ୟାମ୍ପେନ । ବିଜେପି ପ୍ରାର୍ଥୀଙ୍କ ପାଇଁ ଧର୍ମେନ୍ଦ୍ରଙ୍କ ପ୍ରଚାର । ଟଙ୍କଧର ତ୍ରିପାଠୀଙ୍କ ପାଇଁ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଚାର । ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ବର୍ଷିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଝାରସୁଗୁଡା ବୀର ମାଟି , ପବିତ୍ର ମାଟି , ଐତିହ୍ୟ ସମ୍ପନ୍ନ ମାଟି । ଏ ମାଟି ଜାଣିଛି ନେତୃତ୍ୱ ତିଆରି କରିବା । ହେମାନନ୍ଦ ଓକିଶୋର ମହାନ୍ତିଙ୍କୁ ମନେପକାଇଲେ ଧର୍ମେନ୍ଦ୍ର । ଦୀପାଳି ଦାସଙ୍କ ପ୍ରତି ମୋର ସ୍ନେହ ସଦିଚ୍ଛା ରହିଛି । ବାପାଙ୍କୁ ହରାଇବାର କଷ୍ଟ କଣ ନିଶ୍ଚିତ ଅନୁଭବ କରୁଥିବେ । କାର୍ଯ୍ୟରତ କ୍ୟାବିନେଟ ମନ୍ତ୍ରୀଙ୍କୁ କାର୍ଯ୍ୟରତ ପୋଲିସ ହତ୍ୟା କଲା । କାହିଁକି ହତ୍ୟା କଲା ରାଜ୍ୟ ସରକାରଙ୍କୁ ଏହାର ଉତ୍ତର ଦେବାକୁ ପଡିବ । କେବଳ ମନ୍ତ୍ରୀ ନୁହଁନ୍ତି , ସମର୍ଥ ଅଗ୍ରୱାଲ ପରି ନାବାଳକକୁ ହତ୍ୟା ହୋଇଛି । ଲ ଲେସନେସ ଡେଭଲପ କରିଛି , କଳାପାହାଡିଆ ଶାସନ ଚାଲିଛି । ଝାରସୁଗୁଡା କୋଲାବିରାରେ ଧର୍ମେନ୍ଦ୍ର ପ୍ରଧାନଙ୍କ ସାଧାରଣ ସଭା । ତିନି ଦଳର ଷ୍ଟାର ପ୍ରଚାରକଙ୍କ ଜୋରଦାର ପ୍ରଚାର । ଅପରାହ୍ନରେ ଝାରସୁଗୁଡାରେ ମୁଖ୍ୟମନ୍ତ୍ରୀଙ୍କ ସୀଧାରଣ ସଭା ଅନୁଷ୍ଠିତ ହେବ ।
ଝାରସୁଗୁଡା ଉପନିର୍ବାଚନ : ଧର୍ମେନ୍ଦ୍ରଙ୍କ ଧୂଆଁଧାର ପ୍ରଚାର

Facebook
Twitter
LinkedIn
Facebook
Twitter
LinkedIn
Recent News
ପ୍ରଜଲ ରେଭନାଙ୍କୁ ଆଜୀବନ
ବେଙ୍ଗାଲୁର : ଜେଡି(ଏସ) ନେତା ପୂର୍ବତନ ସାଂସଦ ପ୍ରଜଲ ରେଭନାଙ୍କୁ ଆଜୀବନ । ବେଙ୍ଗାଲୁରୁ ସ୍ପେଶାଲ କୋର୍ଟ ଆଜୀବନ କାରାଦଣ୍ଡା ଦେଶ ଦେଲେ । କୋର୍ଟ ଅଗଷ୍ଟ...
ସ୍କୁଲ ପିଲା ଅଣ୍ଡା ଖାଉ ନ ଥିଲେ ଦିଆଯିବ ଫଳ
ଭୁବନେଶ୍ୱର : ପିଏମ ପୋଷଣ ସ୍କିମରେ ସ୍କୁଲ ପିଲା ଅଣ୍ଡା ଖାଉ ନ ଥିଲେ ଦିଆଯିବ ଫଳ । ଯେଉଁଦିନ ଅଣ୍ଡା ଦିଆଯାଉଥିଲା , ସେହିଦିନ ଫଳ...
ମଧୁମେହ ରୋଗୀଙ୍କ ପାଇଁ ଲାଭଦାୟକ ଏହି ଡାଲି
ବ୍ୟୁରୋ : ମୁଗ ଡ଼ାଲି ପ୍ରତ୍ୟେକଙ୍କ ରୋଷେଇ ଘରେ ମିଳିଥାଏ । ଏହା କେବଳ ଖାଇବା ପାଇଁ ସ୍ୱାଦିଷ୍ଟ ନୁହେଁ ବରଂ ଏହା ସ୍ୱାସ୍ଥ୍ୟ ଦୃଷ୍ଟିରୁ ମଧ୍ୟ...
ହୋଟେଲରେ ମହିଳା କର୍ମଚାରୀଙ୍କ ହଙ୍ଗାମା
ଭୁବନେଶ୍ୱର : ହୋଟେଲରେ ମହିଳା କର୍ମଚାରୀଙ୍କ ହଙ୍ଗାମା । ମାରପିଟ୍ କଲେ, ଯାହା ପାରିଲେ ଭାଙ୍ଗିଲେ । ଫୁଲ କୁଣ୍ଡଠାରୁ ଆରମ୍ଭ କରି କଂପ୍ୟୁଟର, କବାଟ ଆଦି...