The Ultimate Managed Hosting Platform
ADVERTISEMENT

ଝାରସୁଗୁଡା ଉପନିର୍ବାଚନ: ଦିନକ ପରେ ଭୋଟିଂ

Facebook
Twitter
LinkedIn

ଝାରସୁଗୁଡ଼ା : ଝାରସୁଗୁଡା ଉପନିର୍ବାଚନ ପାଇଁ ଦିନକ ପରେ ଭୋଟିଂ । ଝାରସୁଗୁଡା ଇଞ୍ଜିନିରୟରିଂ ସ୍କୁଲରେ ପୋଲିଂ ଅଧିକାରୀ ଓ ଟିମ୍ । ଝାରସୁଗୁଡ଼ା ଉପନିର୍ବାଚନରେ ଶୃଙ୍ଖଳିତ ମତଦାନ ନେଇ ସବୁ ପ୍ରକାର ପ୍ରସ୍ତୁତି କରୁଛି ପ୍ରଶାସନ । ଭୋଟ୍ ଗ୍ରହଣ ପରେ ୧୦ ତାରିଖରେ ଫେରିବେ । ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀରେ ୨୫୩ ବୁଥ ରହିଛି । ୨୬ଟି ପିଙ୍କ୍ ବୁଥ ରେ କେବଳ ମହିଳା କର୍ମଚାରୀ ରହିବେ । ପ୍ରାୟ ୪୦ ପ୍ରତିଶତ ବୁଥ୍ ସମ୍ବେଦନଶୀଳ । ପ୍ରତି ବୁଥରେ ଜଣେ ପ୍ରଜାଇଡିଂ ଅଫିସର, ପୋଲିଂ ଅଧିକାରୀ ଓ ଜଣେ ପୋଲିସ କର୍ମୀ ନିୟୋଜିତ ହେବେ ।ସବୁ ବୁଥରେ କରାଯିବ ୱେବକାଷ୍ଟିଂ । ଅନ୍ୟପଟେ ସବୁ ସରକାରୀ ଅଧିକାରୀଙ୍କୁ ଜିଲ୍ଲା ନିର୍ବାଚନ ଅଧିକାରୀ ବା ଜିଲ୍ଲାପାଳ କଡ଼ା ନିର୍ଦ୍ଦେଶନାମା ଜାରି କରିଛନ୍ତି । ଆସନ୍ତା ୧୫ ତାରିଖ ଯାଏ ରାଜନୈତିକ କାର୍ୟ୍ୟରେ ଲିପ୍ତ ରହିଲେ କଡ଼ା କାର୍ୟ୍ୟାନୁଷ୍ଠାନ ନିଆଯିବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବିଧାନସଭା ପରମ୍ପରାକୁ ହତ୍ୟା କରାଯାଇଛି-ଭକ୍ତ

ବଳଙ୍ଗା ପୀଡିତା ମୃତ୍ୟୁ ଘଟଣା : ଅଗଷ୍ଟ ୧୪ରେ ପଦଯାତ୍ରା କରିବ କଂଗ୍ରେସ

ଭୁବନେଶ୍ୱର : ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ପରେ ପିସିସି ସଭାପତି ପ୍ରତିକ୍ରିୟା ରଖିଛନ୍ତି। ଆଗାମୀ ଦିନରେ ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ ଲଢ଼ିବ କଂଗ୍ରେସ । ଅଗଷ୍ଟ ୧୪...

ADVERTISEMENT
ଲକ୍ଷପତି ଦିଦି ହେବେ କୋଟିପତି : ପ୍ରଭାତୀ

ଲକ୍ଷପତି ଦିଦି ହେବେ କୋଟିପତି : ପ୍ରଭାତୀ

ଭୁବନେଶ୍ୱର :ଲକ୍ଷପତି ଦିଦି କୋଟିପତି ହେବେ କହିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ବିନା ସୁଧରେ ୧୦ ଲକ୍ଷ ପ ର୍ଯ୍ୟନ୍ତ ରୁଣ ଯୋଗାଇବାକୁ ସରକାରଙ୍କ ପ୍ରାଥମିକତା...