ଝାରସୁଗୁଡାରେ ଦୀପାଳିଙ୍କ ବିଜୟ ନେଇ ବିଜେଡିର ଦମ୍ଭୋକ୍ତି

ଭୁବନେଶ୍ୱର : ଝାରସୁଗୁଡା ଉପନିର୍ବାଚନରେ ବିଜୟ ନେଇ ବିଜେଡିର ଦମ୍ଭୋକ୍ତି । ବିଜେଡି ୫୦ ହଜାରରୁ ଅଧିକ ଭୋଟରେ ଜିତିବ ବୋଲି କହିଛନ୍ତି ପ୍ରମିଳା ମଲ୍ଲିକ । ମତଦାନ ପାଇଁ ଲୋକଙ୍କ ଆଗ୍ରହ ବଢିଛି । ମତଦାନ ପ୍ରତିଶତ ବୃଦ୍ଧି ବିଜେଡିକୁ ସୁହାଇବ । ଲୋକ ୫ ଥର ବିଜେଡି ସରକାରକୁ ଭରଷା କରିଛନ୍ତି । ଅନ୍ୟପଟେ ଝାରସୁଗୁଡା ଉପ-ନିର୍ବାଚନରେ ବିଜେଡି ବିପୁଳ ଭୋଟରେ ବିଜୟ ହାସଲ କରିବ ବୋଲି କହିଛନ୍ତି ବିଜେଡିର ବରିଷ୍ଠ ଉପ-ସଭାପତି ଦେବୀ … Continue reading ଝାରସୁଗୁଡାରେ ଦୀପାଳିଙ୍କ ବିଜୟ ନେଇ ବିଜେଡିର ଦମ୍ଭୋକ୍ତି