ଝାରସୁଗୁଡା : ଝାରସୁଗୁଡାରେ ପହଞ୍ଚିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଏୟାରପୋର୍ଟରେ ସ୍ୱାଗତ କଲେ ଦଳର ବରିଷ୍ଠ ନେତୃବୃନ୍ଦ । ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ଜେପି ନଡ୍ଡା । ଆଜି ଝାରସୁଗୁଡାରେ ଦଳୀୟ କାର୍ଯ୍ୟକର୍ତ୍ତା ଙ୍କୁ ଭେଟିବେ । ବରଗଡ ଲୋକସଭା କ୍ଷେତ୍ର ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଭେଟିବେ । କାଲି ଭବାନୀପାଟଣା ସାଧାରଣ ସଭାରେ ଯୋଗଦେବେ ।
Views: 66