May 13, 2024 1:48 pm

The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ଝାରପଡ଼ା ଜେଲରେ ଗୋଷ୍ଠୀ ସଂଘର୍ଷ ଘଟଣା; ୨ ଜେଲ୍ ୱାର୍ଡର ନିଲମ୍ବିତ

Facebook
Twitter
LinkedIn

ଭୁବନେଶ୍ବର: ଭୁବନେଶ୍ବର ଝାରପଡ଼ା ଜେଲରେ ଗ୍ୟାଙ୍ଗୱାର ପରେ ଆକ୍ସନ। ଗୋଷ୍ଠୀ ସଂଘର୍ଷ ଘଟଣାରେ ୨ ଜଣ ଜେଲ୍ ୱାର୍ଡର ନିଲମ୍ବିତ। ୱାର୍ଡର ପ୍ରଭାତ କୁମାର ମହାରଣା ଓ ମଙ୍ଗୁଳି ସେଠୀ ସସପେଣ୍ଡ। ଦୁଇ ଜଣଙ୍କ ବିରୋଧରେ ହେଲେ ବିଭାଗୀୟ କାର୍ୟ୍ୟାନୁଷ୍ଠାନ। ହୋଇଛି। ଜେଲ୍ ଡିଜିଙ୍କ ରିପୋର୍ଟ ଆଧାରରେ କାର୍ୟ୍ୟାନୁଷ୍ଠାନ ହୋଇଛି। ଜେଲ୍ ଡିଆଇଜି ଅନସୂୟା ଜେନା ଓ ବରିଷ୍ଠ ଅଧୀକ୍ଷକ ଡିଏନ୍ ବାରିକ ରିପୋର୍ଟ ଦେଇଥିଲେ। ଝାଡ଼ପଡା ଜେଲରେ ଗୋଷ୍ଠୀ ସଂଘର୍ଷ ପରେ ଚେତିଲା ଜେଲ ବିଭାଗା ରାଜ୍ୟର ପ୍ରମୁଖ ଜେଲ ସହ ଜେଲ ଡିଜି ଅମ୍ରିତ ମୋହନ ପ୍ରସାଦ ଭିଡିଓ କନଫରେନସିଂରେ ବୈଠକ କରୁଛନ୍ତି । ଜେଲରେ କିଭଳି ସୁରକ୍ଷା ରହିଛି। କିଭଳି ନିଶା କାରବାର ଚାଲିଛି ? ଏସବୁ ନେଇ ଚାଲିଛି ବୈଠକ।

ADVERTISEMENT
Facebook
Twitter
LinkedIn
ADVERTISEMENT

Recent News

କୋର୍ଟରେ ହାଜର ହେଲେନି ଅନୁଭବ ମହାନ୍ତି

ଗିରଫ ହୋଇପାରନ୍ତି ସାଂସଦ ଅନୁଭବ ମହାନ୍ତି, ହାଜର ନ ହେବାରୁ ଏନବିଡବ୍ଲ୍ୟୁ ଜାରି

କଟକ : ଗିରଫ ହୋଇ ପାରନ୍ତି ସାଂସଦ ଅନୁଭବ ମହାନ୍ତି । ଅନୁଭବଙ୍କ ବିରୋଧରେ ଜାରି ହେଲା ଏନବିଡବ୍ଲ୍ୟୁ । କଟକ ଜେଏମଏଫସି କୋର୍ଟ ପକ୍ଷରୁ ଏନବିଡବ୍ଲ୍ୟୁ...

ADVERTISEMENT
ମାଙ୍କଡ ହାତରେ ଶାଳଗ୍ରାମ, ୨୫ ବର୍ଷ ଶାସନ କାଳରେ ଓଡିଶା ଆଜି ପଛରେ

ମାଙ୍କଡ ହାତରେ ଶାଳଗ୍ରାମ, ୨୫ ବର୍ଷ ଶାସନ କାଳରେ ଓଡିଶା ଆଜି ପଛରେ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟାର୍ଗେଟ । ରାଜ୍ୟରେ ଅଭୁତପୂର୍ଣ୍ଣ ପରିବର୍ତ୍ତନ ହେବାକୁ ଯାଉଛି କହିଲେ ଧର୍ମେନ୍ଦ୍ର । ଓଡିଶାକୁ ୧ ନଂ...

ଗଞ୍ଜାମ ଚିକିଟିରେ ନିର୍ବାଚନୀ ହିଂସା, ବିଜେପି ବିଜେଡି ମଧ୍ୟରେ ହାତାହାତି ପରିସ୍ଥିତି

ଗଞ୍ଜାମ ଚିକିଟିରେ ନିର୍ବାଚନୀ ହିଂସା, ବିଜେପି ବିଜେଡି ମଧ୍ୟରେ ହାତାହାତି ପରିସ୍ଥିତି

ଚିକିଟି: ଗଞ୍ଜାମ ଜିଲ୍ଲାର ଚିକିଟିର କଳବାଡ଼ ପଞ୍ଚାୟତ ନୂଆ ମହିଷାଣପୁରରେ ନିର୍ବାଚନୀ ହିଂସାର ବାତାବରଣ ସୃଷ୍ଟି ହୋଇଛି। ବିଜେଡି ବିଜେପି ମଧ୍ୟରେ ହାତାହାତି ପରିସ୍ଥିତି ସ୍ଥାନୀୟ ଅଞ୍ଚଳରେ...

Login