The Ultimate Managed Hosting Platform
ADVERTISEMENT

ଝାମ୍ପିନେଲେ ୧.୮୩ ଲକ୍ଷ

Facebook
Twitter
LinkedIn

ଝାରସୁଗୁଡା : ପୂର୍ବତନ ସେନା କର୍ମଚାରୀଙ୍କଠାରୁ ଟଙ୍କା ଝାମ୍ପିନେଲେ । ଲଇକେରା-କିରିମିରା ରାସ୍ତା ସବ୍ ଷ୍ଟେସନ ନିକଟରୁ ଝାମ୍ପିନେଲେ । ୧.୮୩ ଲକ୍ଷ ଟଙ୍କା ଧରି ସ୍କୁଟିରେ ଯାଉଥିଲେ ପୂର୍ବତନ ସେନା କର୍ମଚାରୀ । ଟଙ୍କା ବ୍ୟାଗ ପଡିଗଲା କହି ଗାଡି ପାଖକୁ ଆସି ଝାମ୍ପି ନେଇ ପଳାଇଲେ ।

ଓଡିଶା ଛୁଇଁଲା ମୈାସୁମୀ
ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login