The Ultimate Managed Hosting Platform
ADVERTISEMENT

ଝଡ ତୋଫାନରେ ଭିଏତନାମାରେ ବୁଡିଗଲା ବୋଟ , ୩୪ ଜଣଙ୍କର ଚାଲିଗଲା ଜୀବନ

Facebook
Twitter
LinkedIn

ନୂଆଦିଲ୍ଲୀ : ଭୟଙ୍କର ବୋଟ ଟ୍ରାଜେଡି । ଝଡ ତୋଫାନରେ ବୁଡିଗଲା ପର୍ଯ୍ୟଟକ ବୋଟ । ୩୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବହୁ ଲୋକ ନିଖୋଜ ଅଛନ୍ତି।ଭିଏତନାମର ୱାଣ୍ଡର ସି’ ହା ଲଙ୍ଗ ବେ’ ରେ ଦୁର୍ଘଟଣା ଘଟିଛି। ଏକ ପର୍ୟ୍ୟଟକ ନୌକା ଅଚାନକ ଝଡ଼ତୋଫାନ ସମୟରେ ଓଲଟି ପଡ଼ିବାରୁ ଅତି କମରେ ୩୪ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ଭିତରେ ୮ ଜଣ ଶିଶୁ ଅଛନ୍ତି । ନୌକାରେ ୫୦ରୁ ଅଧିକ ଯାତ୍ରୀ ଥିଲେ । ଅଧିକାଂଶ ଯାତ୍ରୀଙ୍କ ଭିଏତନାମର ବାସିନ୍ଦା ଥିଲେ । ୟୁନେସ୍କୋ ପର୍ୟ୍ୟଟନ ସ୍ଥଳି ଭ୍ରମଣରେ ଥିଲା ନୌକା । ବର୍ତ୍ତମାନ ସୁଦ୍ଧା ଉଦ୍ଧାରକାର୍ୟ୍ୟ ଜାରି ରହିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ନାବାଳିକା ଦୁଷ୍କର୍ମକାରୀକୁ ୨୫ ବର୍ଷ କାରାଦଣ୍ଡ

୩ ଦୁଷ୍କର୍ମୀଙ୍କୁ ଆଜୀବନ

ବାରିପଦା : ୩ ଦୁଷ୍କର୍ମୀଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ । କାହ୍ନୁ ମାରାଣ୍ଡି, ବୃନ୍ଦାବନ ନାୟକ, ସୋଲେ ହାଁସଦାଙ୍କୁ ଆଜୀବନ । ୩ ଦୁଷ୍କର୍ମୀ ଦଣ୍ଡାଦେଶ ଶୁଣାଇଲେ...

ADVERTISEMENT

Login