ବାଙ୍କୀ : ଝଡାଫୁଙ୍କା ବାହାନାରେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ । ଅଭିଯୁକ୍ତକୁ କାବୁ କରି ବିଦ୍ୟୁତ ଖୁଣ୍ଟରେ ବାନ୍ଧି ଛେଚିଲେ ଲୋକେ । ଘଟଣା ସଂପର୍କରେ ଥାନାରେ ଏତଲା ଦେଲେ ନାବାଳିକାର ବାପା । ଅଭିଯୁକ୍ତକୁ ଅଟକ ରଖି ବାଙ୍କୀ ଥାନା ପୋଲିସର ତଦନ୍ତ ଜାରି ।
Views: 96

ଭୁବନେଶ୍ୱର : ଆଗାମୀ ୪୮ ଘଣ୍ଟା ମଧ୍ୟରେ ସକ୍ରିୟ ଘୁର୍ଣ୍ଣିବଳୟ ସୁଦୃଶ୍ୟ ଲଘୁଚାପରେ ପରିଣତ ହେବ। ତାହାର ପ୍ରଭାବରେ ଆଗାମୀ ୩୧ ତାରିଖ ପର୍ୟ୍ୟନ୍ତ ବର୍ଷା ରାଜ୍ୟରେ...
ଭୁବନେଶ୍ୱର : AICC ଏସସି ବିଭାଗ ପରାମର୍ଶଦାତା ପରିଷଦରେ ଭକ୍ତ ଦାସ । ୪୧ ଜଣିଆ ପରାମର୍ଶଦାତା ପରିଷଦରେ ପିସିସି ସଭାପତି ଭକ୍ତ ଦାସ । ଏଆଇସିସି...
ଜଳେଶ୍ୱର : ଯୁବତୀଙ୍କୁ ନିଶା ଦେଇ ଅପହରଣ ଓ ଗଣଦୁଷ୍କର୍ମ ଅଭିଯୋଗ । ଭୋଗରାଇ ଥାନାରେ ଅଭିଯୋଗ କଲେ ନିଜେ ପୀଡିତା । ୫ ମାସ ଅଟକ...
ଭୁବନେଶ୍ୱର : ପାର୍ବଣ କଟକଣା ଉପରେ ହାଇକୋର୍ଟଙ୍କ ନିଦେ୍ର୍ଦଶ । ତୋରଣ ନିର୍ମାଣ ପାଇଁ ପ୍ରଶାସନର ଅନୁମତି ଆବଶ୍ୟକ । ତୋରଣ ଗୁଡିକର ନିରାପତ୍ତା ନିଶ୍ଚିତ କରିବ...