The Ultimate Managed Hosting Platform
ADVERTISEMENT

ଜୟ ହନୁମାନ ସଂଘ ତରଫରୁ ଘଣ୍ଟବାହାଲ ଠାରୁ ମୁରିବାହାଲ ପର୍ଯ୍ୟନ୍ତ ରାସ୍ତା ସଫେଇ

Facebook
Twitter
LinkedIn

ମୁରିବାହାଲ (ସୁମନ୍ତ ମହାଳିଙ୍ଗ ) : ଆଜି ଜୟ ହନୁମାନ ସଂଘ ତରଫରୁ ଘଣ୍ଟବାହାଲ ଠାରୁ ମୁରିବାହାଲ ପର୍ଯ୍ୟନ୍ତ ରାସ୍ତା ଦୁଇ ପାଶ୍ୱର୍ର ଥିବା ଖଜୁରୀ ଗଛ ଓ ମଇଳା ସଫା କରିଥିଲେ । ଏହା ଜନଗହଳି ରାସ୍ତା ହେଇଥିବାରୁ ବହୁତ ଦୁର୍ଘଟଣା ହଉଥିଲା । ଏହାକୁ ଦେଖି ଜୟ ହନୁମାନ ସଂଘ ର ସଦସ୍ୟ ସୁଶାନ୍ତ, ବିରାଟ ସୁମନ୍ତ, ରୋନାକ ହେମନ୍ତ, ଡମ୍ୱରୁ, ଉଗ୍ରେସନ ଓ ଳମ୍ବୁ ରାସ୍ତା ସଫା କରିଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମେ’ ୧୦ ରେ ଝାରସୁଗୁଡା ଉପନିର୍ବାଚନ

ନୂଆପଡା ଉପନିର୍ବାଚନ ବିଜ୍ଞପ୍ତି ; ଉପନିର୍ବାଚନରେ ବ୍ୟବହାର ହେବ ହେଲିକପ୍ଟର

ନୂଆପଡା : ନୂଆପଡା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଆଜିଠୁ ନାମାଙ୍କର , ୨୦ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ । ୨୨...

Login