The Ultimate Managed Hosting Platform
ADVERTISEMENT

ଜୈବିକ ଚାଉଳରେ ହେବ କୋଠ ଭୋଗ

Facebook
Twitter
LinkedIn

ପୁରୀ : ଆସନ୍ତା ରଥ ଯାତ୍ରାରୁ ଜୈବିକ ଚାଉଳରେ ପ୍ରସ୍ତୁତ ହେବ କୋଠ ଭୋଗ । କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢୀଙ୍କ ସୂଚନା । ବଳଭଦ୍ର ଜୈବିକ ଚାଷ ମିଶନ ଦ୍ୱାରା ପ୍ରସ୍ତୁତ ଚାଉଳରୁ ତିଆରି ହେବ କୋଠ ଭୋଗ । ଶ୍ରୀଅନ୍ନ କାର୍ଯ୍ୟକ୍ରମରେ ଅନେକ ଜିଲ୍ଲାରେ ଜୈବିକ ଚାଷ କରାଯାଉଛି । ନିଆଳି ଏବଂ କୋରାପୁଟରେ ଚାଷୀ ଜୈବିକ ଧାନ ଚାଷ କରୁଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login