ବରଗଡ : ବରଗଡ ଜିଲ୍ଲା କାରାଗାରରେ କଏଦୀର ଆତ୍ମହତ୍ୟା । ବିଦ୍ୟୁତ ତାରକୁ ଧରି କଏଦୀ ଆତ୍ମହତ୍ୟା କରିଥିବା ସୂଚନା । ଗତ ଅଗଷ୍ଟ ମାସରୁ ପକ୍ସୋ ମାମଲାରେ ଜେଲରେ ଥିଲେ । ମୃତକ ଅତାବିରା ବ୍ଲକ ଜହ୍ନାପଡାର ହୋଇଥିବା ସୂଚନା ରହିଛି । ତ୍ୟୁର କାରଣ ଅସ୍ଫଷ୍ଟ ଥିବାବେଳେ ପୋଲିସର ଛାନବିନ ଜାରି ।
Views: 48











