ଭୁବନେଶ୍ୱର : ବହୁ ଚର୍ଚ୍ଚିତ ହନି ଟ୍ରାପ ମାମଲା । ଅର୍ଚ୍ଚନା ନାଗଙ୍କୁ ମିଲିଲା ଜାମିନ । ଇଡି ମାମଲାରେ ଅର୍ଚ୍ଛନାଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ । ପୂର୍ବରୁ ୨ଟି ମାମଲାରେ ଅର୍ଚ୍ଛନାଙ୍କୁ ଜାମିନ ମିଳି ସାରିଛି । ସମସ୍ତ ୩ଟି ମାମଲାରେ ଜାମିନ ମିଳିଥିବାରୁ ଜେଲରୁ ମୁକୁଳିବା ସ୍ପଷ୍ଟ । ପୂର୍ବରୁ ଖଣ୍ଡଗିରି ଓ ନୟାପଲ୍ଲୀ ଥାନା ମାମଲାରେ ଜାମିନ୍ ମିଳିଥିଲା । ଏବେ ସେ ଜେଲରୁ ମୁକୁଳିବେ ବୋଲି କହିଛନ୍ତି ଅର୍ଚ୍ଚନାଙ୍କ ଓକିଲ ଜୟ ଦୀପ ପାଲ।
Views: 101











