The Ultimate Managed Hosting Platform
ADVERTISEMENT

ଜେଲରୁ ବାହାରିବା ପରେ ଆଇନ ପରୀକ୍ଷା ଦେଲେ ଅର୍ଚ୍ଚନା

Facebook
Twitter
LinkedIn

ଭୁବନେଶ୍ୱର : ଜେଲରୁ ବାହାରିବା ପରେ ଆଇନ ପରୀକ୍ଷା ଦେଲେ ଅର୍ଚ୍ଚନା । ଜେଲ ଯିବା ସୁବର୍ଣ୍ଣ ସୁଯୋଗ ଥିଲା , ଅନେକ ଶିଖିଲି ବୋଲି କହିଲେ ଅର୍ଚ୍ଚନା । ଆଇନ ପରୀକ୍ଷା ଦେଇ ବାହାରିବା ପରେ ପ୍ରତିକ୍ରିୟା ରଖିଲେ ଅର୍ଚ୍ଚନା ନାଗ । ଆଇନ ଉପରେ ମୋର ଭରସା ଅଚି , ନିଶ୍ଚିତ ଭାବେ ନ୍ୟାୟ ମିଳିବ । ଯେଉଁ ମାନେ ମୋ ପାଇଁ କଣ୍ଟା ବିଛାଇଥିଲେ , ତାହା ଫୁଲରେ ପରିଣଥ ହୋଇଛି । ଆଇନ ପାଠ ପଢୁଥି , ଜେଲରେ ରହିବା ଯୋଗୁଁ ପାଠ ଅଭିଜ୍ଞତା ଆସିଲା । ଜେଲରେ ରହିବା ମୋ ପାଇଁ ଗୋଲଡେନ ଅପର୍ଚୁନିଟି ସାବ୍ୟସ୍ତ ହୋଇଛି । ନିଶ୍ଚିତ ଦିନେ ସମସ୍ତଙ୍କର ମୁଖା ଖୋଲିବି କହିଲେ ଅର୍ଚ୍ଚନା ନାଗ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login