The Ultimate Managed Hosting Platform
ADVERTISEMENT

ଜୁଲାଇ ୧ରୁ ଆରମ୍ଭ ହେବ ଅମରନାଥ ଯାତ୍ରା

Facebook
Twitter
LinkedIn

ନୂଆଦିଲ୍ଲୀ : ଅମରନାଥ ଯାତ୍ରାରେ ଯାଉଥିବା ତୀର୍ଥଯାତ୍ରୀଙ୍କ ପାଇଁ ଭଲ ଖବର। ଚଳିତ ବର୍ଷ ଜୁଲାଇ ୧ରୁ ଯାତ୍ରା ଆରମ୍ଭ ହେବ। ଏହା ସହିତ ବାବା ବର୍ଫାନୀଙ୍କ ପ୍ରଥମ ଫଟୋ ମଧ୍ୟ ସାମ୍ନାକୁ ଆସିଛି।ଅମରନାଥ ଯାତ୍ରା ଜମ୍ମୁ-କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ପାରମ୍ପରିକ ୪୮ କିମି ଲମ୍ବା ନୁନଓ୍ଵାନ-ପହଲଗାମ ରାସ୍ତା ଏବଂ ଗନ୍ଦେରବଲ୍ ଜିଲ୍ଲାରେ ୧୪ କିମି ଲମ୍ବା ବାଲଟାଲ ରାସ୍ତାରୁ ଆରମ୍ଭ ହେବ। ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ଜମ୍ମୁ ସ୍ୱାସ୍ଥ୍ୟସେବାର ନିର୍ଦ୍ଦେଶକ ରାଜୀବ କେ. ଶର୍ମାଙ୍କ ଦ୍ୱାରା ଜାରି ଏକ ପତ୍ର ଅନୁସାରେ, ଅମରନାଥ ଯାତ୍ରା ପାଇଁ ମାତୃତ୍ୱ ଅବକାଶ ଏବଂ ଚିକିତ୍ସା ଆଧାରରେ ମଞ୍ଜୁର ଅବକାଶକୁ ଛାଡ଼ି ଡାକ୍ତର ଓ ପାରାମେଡିକାଲ୍ ଷ୍ଟାଫ୍ଙ୍କର ଜୁନ୍ ୧୯ରୁ ସମସ୍ତ ପ୍ରକାର ଛୁଟିକୁ ରଦ୍ଦ କରି ଦିଆଯାଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login