ଭୁବନେଶ୍ୱର : ଚଳିତମାସ ୩୦ ତାରିଖ ସୁଦ୍ଧା ସ୍କୁଲ ପିଲାଙ୍କୁ ମିଳିବ ୟୁନିଫର୍ମ, ଜୋତା । ପ୍ରଥମରୁ ଅଷ୍ଟମ ପିଲାଙ୍କୁ ୟୁନିଫର୍ମ ପ୍ରଦାନ ନେଇ ଗାଇଡଲାଇନ ଜାରି । ପ୍ରତି ପିଲାଙ୍କୁ ୨ ହଳ ପୋଷାକ , ହଳେ ଜୋତା , ୨ ହଳ ଜୋତା ମିଳିବ । ଗୋଟିଏ ଟ୍ରାକ ପ୍ୟାଣ୍ଟ, ଗୋଟିଏ ଟି-ସାର୍ଟ , ଗୋଟିଏ ଟୋପି ମିଳିବ । ୩୦ ସୁଦ୍ଧା ବଣ୍ଟନ ସୁନିଶ୍ଚିତ କରିବାକୁ ସବୁ ଡିଇଓଙ୍କୁ ଓସେପା ନିଦେ୍ର୍ଦଶକଙ୍କ ଚିଠି ।
Views: 83











